ଅପରାଧ

ଡିଜିଟାଲ ଆରେଷ୍ଟ ଆଡ଼ରେ ଦେଢ କୋଟି ହଡ଼ପ

ବଢିବାରେ ଲାଗିଛି ସାଇବର ଠକେଇ । ଆଉ ଏକ ଘଟଣା ଯାହା ସାମ୍ନାକୁ ଆସୁଛି ଜଣେ ବରିଷ୍ଠ ନାଗରିକଙ୍କଠାରୁ ଡିଜିଟାଲ ଆରେଷ୍ଟ ଆଡରେ ସାଇବର ଠକଙ୍କର ଟଙ୍କା ହଡପର ବାହାନା । ମନି ଲଣ୍ଡ୍ରିଂ ହୋଇଥିବା କହି କରିଥିଲେ ଡିଜିଟାଲ ଆରେଷ୍ଟ। ୧୦ ଦିନ ଧରି ସାଇବର ଠକଙ୍କ ଦ୍ୱାରା ଗୃହ ବନ୍ଦୀ ଥିଲେ ବରିଷ୍ଠ ନାଗରିକ। ପରେ ୨ଟି ଫେଜରେ କରିଥିଲେ ଟଙ୍କା ହଡପ। ସାଜିଲେ ପୁଲିସ କଲେ ଚୋରି, ଅନଲାଇନରେ ଲୁଟିନେଲେ କୋଟି କୋଟି ଟଙ୍କା। ଖାକି ବର୍ଦ୍ଦିରେ ଚୋରଙ୍କ ଚୋରୀ। ପୋଲିସ ହୋଇ ଲୁଟି ନେଲେ ଦେଢ କୋଟି ଟଙ୍କା। ସାଇବର ଚୋରଙ୍କର ନୂଆ ଢଙ୍ଗରେ ଚୋରି। ପୋଲିସ ସାଜି କରିଥିଲେ ଡିଜିଟାଲ ଆରେଷ୍ଟ। ରାଜଧାନୀରେ ଚାଞ୍ଚଲ୍ୟ। ସାଇବର ଠକେଇର ଶିକାର ହୋଇଛନ୍ତି ବରିଷ୍ଠ ନାଗରିକ। କଷ୍ଟମ ବିଭାଗ ଅଧିକାରୀଙ୍କ ପରିଚୟ ଦେଇ କରିଥିଲେ ଲୁଟ। ଏନେଇ ପୋଲିସ ନିଜର ତଦନ୍ତ ଜାରି ରଖିଥିବା ସୂଚନା ମିଳୁଛି।

darshan_admin

About Author

You may also like

ଅପରାଧ

ଥାନା ଅଧିକାରୀଙ୍କ ଦୁର୍ବ୍ୟବହାରରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଗଜପତି: ଗଜପତି ଜିଲ୍ଲା ଗୋସାଣି ବ୍ଲକ ମହାଦେଇପୁରୁ ଗ୍ରାମର ମନାଶ ଜେନା ନାମକ ଜଣେ ମହିଳା ପାରଳାଖେମୁଣ୍ଡିରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ହଠାତ ଆତ୍ମହତ୍ୟା କରିବା
ଅପରାଧ

ଖୋଲିବ ହ୍ୟୁମାନ ସାଗର ମୃତ୍ୟୁ ରହସ୍ୟ

ଖୋଲିବ ହ୍ୟୁମାନ ସାଗର ମୃତ୍ୟୁ ରହସ୍ୟ । ହ୍ୟୁମାନ ସାଗର ମୃତ୍ୟୁ ଘଟଣାର ହେବ ତଦନ୍ତ । ଡିଜିପିଙ୍କୁ ନିର୍ଦ୍ଦେଶ ଦେଲେ ଗୃହ ବିଭାଗର ସଚିବ। ସୋମବାର