ଅପରାଧ

Balianta Murder Case: ସୌମ୍ୟ ହତ୍ୟାରେ ନୂଆ ଖୁଲାସା: ଲାଗିନି ଭିଡ଼ ହିଂସାର ଦଫା

GRP କନଷ୍ଟେବଲ ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ମାମଲାରେ ପୁଣି ସାମ୍ନାକୁ ଆସିଲା ବାଲିଅନ୍ତା ଥାନା ପୋଲିସର କାରନାମା। ମାମଲରେ ଲାଗିନି ମବ୍ ଲିଂଚିଂ ବା ଭିଡ଼ ହିଂସାର ଦଫା। ଭିଡ ହିଂସାର ଶିକାର ହୋଇ ପ୍ରାଣ ହରାଇଥିବା ସୌମ୍ୟ ମାମଲରେ ପୋଲିସ ରୁଜୁ କରିଛି ସାଧାରଣ ହତ୍ୟା ମାମଲା। BNSS 103(1)ରେ ହତ୍ୟା ମାମଲା ରୁଜୁ କରିଛି ପୋଲିସ। ଭିଡ଼ ହିଂସା ପାଇଁ ସାଧାରଣତ 103(2) ଧାରା ଉଦ୍ଧିଷ୍ଟ ଥାଏ। ସାଧାରଣ ହତ୍ୟା ମାମଲରେ ଗିରଫ କରି କୋର୍ଟ ଚାଲାଣ କଲେ ନ୍ୟାୟିକ ବିଚାର ପ୍ରକ୍ରିୟାରେ ଅଭିଯୁକ୍ତ ମାନେ ଖସି ଯିବାର ସମ୍ଭାବନା ରହିଛି।

darshan_admin

About Author

You may also like

ଅପରାଧ

ଥାନା ଅଧିକାରୀଙ୍କ ଦୁର୍ବ୍ୟବହାରରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଗଜପତି: ଗଜପତି ଜିଲ୍ଲା ଗୋସାଣି ବ୍ଲକ ମହାଦେଇପୁରୁ ଗ୍ରାମର ମନାଶ ଜେନା ନାମକ ଜଣେ ମହିଳା ପାରଳାଖେମୁଣ୍ଡିରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ହଠାତ ଆତ୍ମହତ୍ୟା କରିବା
ଅପରାଧ

ଖୋଲିବ ହ୍ୟୁମାନ ସାଗର ମୃତ୍ୟୁ ରହସ୍ୟ

ଖୋଲିବ ହ୍ୟୁମାନ ସାଗର ମୃତ୍ୟୁ ରହସ୍ୟ । ହ୍ୟୁମାନ ସାଗର ମୃତ୍ୟୁ ଘଟଣାର ହେବ ତଦନ୍ତ । ଡିଜିପିଙ୍କୁ ନିର୍ଦ୍ଦେଶ ଦେଲେ ଗୃହ ବିଭାଗର ସଚିବ। ସୋମବାର