ରାଜ୍ୟ

Big Rain Likely Amid Summer Heat: ଲଘୁଚାପ ଆଣୁଛି ବଡ଼ ବର୍ଷା, ଅଧାରୁ ଅଧିକ ଜିଲ୍ଲାକୁ କାଳବୈଶାଖୀ ଆଲର୍ଟ

ଗ୍ରୀଷ୍ମର ତାଉ ଭିତରେ ଆସୁଛି ବଡ଼ ବର୍ଷା। ଆଜି ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟିହେବା ସମ୍ଭାବନା ରହିଛି। ତେବେ ଏହା କେଉଁ ଦିଗରେ ଗତି କରିବ ଓ ପ୍ରଭାବ କ’ଣ ରହିବ ତାହା ଏଯାଏ ସ୍ପଷ୍ଟ ହୋଇନି। ଅନ୍ୟପଟେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ନେଇ ଭିନ୍ନ ଭିନ୍ନ ମଡେଲ ଆକଳନ କରିଛନ୍ତି। ଏହା ଭିତରେ ମନ୍ନାର ଉପସାଗର ଏବଂ ସମୀବର୍ତ୍ତୀ ଶ୍ରୀଲଙ୍କା ଉପକୂଳରେ ପ୍ରାୟ ୫.୮ କି.ମି. ଉଚ୍ଚତା ପର୍ଯ୍ୟନ୍ତ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଏପଟେ  କାଳବୈଶାଖୀ ପାଇଁ ଅଧାରୁ ଅଧିକ ଜିଲ୍ଲାକୁ ୟେଲୋ ସହ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

darshan_admin

About Author

You may also like

ବ୍ୟବସାୟ ରାଜ୍ୟ

ଭୁବନେଶ୍ୱରରେ ମହାନ IT ପାର୍କ ଉଦ୍ଘାଟନ: ଯୁବମାନଙ୍କ ପାଇଁ ଖୁଲିଲା ନୂତନ ଅବସରର ଦ୍ୱାର

ଭୁବନେଶ୍ୱର, ଓଡ଼ିଶା: ରାଜ୍ୟର ରାଜଧାନୀ Bhubaneswar ରେ ଏକ ବିଶାଳ ଓ ଆଧୁନିକ IT ପାର୍କର ଶୁଭ ଉଦ୍ଘାଟନ ହୋଇଛି। ଏହି ପ୍ରକଳ୍ପକୁ ରାଜ୍ୟର ଡିଜିଟାଲ୍ ଉନ୍ନତିରେ
ପର୍ଯ୍ୟଟନ ରାଜ୍ୟ

ପୁରୀରେ ରଥଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି: ଲକ୍ଷାଧିକ ଭକ୍ତଙ୍କ ଆଗମନ ଆଶା

ପୁରୀ, ଓଡ଼ିଶା: ପବିତ୍ର ଧାମ Puri ରେ ବିଶ୍ୱପ୍ରସିଦ୍ଧ Rath Yatra ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ପ୍ରଶାସନ ଓ ମନ୍ଦିର କର୍ତ୍ତୃପକ୍ଷ ମିଶି ସମସ୍ତ ବ୍ୟବସ୍ଥା