ଜାତୀୟ

Turkish Airlines Flight Faces Tire Fire: ଟଳିଗଲା ବଡ଼ ବିମାନ ଦୁର୍ଘଟଣା; ଅବତରଣ ସମୟରେ ବିମାନ ଟାୟାରରେ ଲାଗିଲା ନିଆଁ

  • May 11, 2026

ତୁର୍କୀସ୍ ଏୟାରଲାଇନ୍ସ ବିମାନରେ ଲଗିଲା ନିଆଁ। ଟାୟାରରେ ନିଆଁ ଲାଗି ଅଗ୍ନିକାଣ୍ଡ।କାଠମାଣ୍ଡୁ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ସମୟରେ ଅଘଟଣ ଘଟିଛି। ତ୍ରିଭୁବନ ବିମାନବନ୍ଦରରେ ଅବତରଣ ସମୟରେ ତୁର୍କୀସ୍ ଏୟାରଲାଇନ୍ସର ଏକ ବିମାନର ଟାୟାରରେ ନିଆଁ ଲାଗିଯାଇଥିଲା। ନିଆଁକୁ ଲିଭାଇ ଦିଆଯାଇଥିବା ବେଳେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ତୁର୍କୀସ୍ ଏୟାରଲାଇନ୍ସର ବିମାନ ଟିକେ-୭୨୬ ଇସ୍ତାନବୁଲରୁ କାଠମାଣ୍ଡୁ ଆସୁଥିଲା ଏବଂ ଅବତରଣ ସମୟରେ ଏହାର ଟାୟାରରେ ନିଆଁ ଲାଗିଯାଇଥିଲା।  ଅଗ୍ନିଶମ ଟିମ୍ ନିଆଁକୁ ନିୟନ୍ତ୍ରଣ କରିଥିଲା। ସମସ୍ତ […]

Bad food combinations with watermelon: ଆପଣ ଫ୍ରିଜ୍‌ରେ ରଖି ତରଭୁଜ ଖାଉଛନ୍ତି କି… ହୋଇପାରେ ମାରାତ୍ମକ!

  • May 11, 2026

ନିକଟରେ ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଥିଲା: ତରଭୁଜ(Watermelon) ଖାଇ ଗୋଟିଏ ପରିବାରର ଚାରି ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା। ରିପୋର୍ଟ ଅନୁଯାୟୀ, ପରିବାର ପ୍ରଥମେ ବିରିୟାନି ଏବଂ ତା’ପରେ ତରଭୁଜ ଖାଇଥିଲେ, ଯାହା ପରେ ସେମାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା ଏବଂ ସେମାନଙ୍କର ମୃତ୍ୟୁ ହୋଇଥିଲା। ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କିଛି ଦିନ ପୂର୍ବରୁ ଲୋକମାନେ ପ୍ରତିଦିନ ଏହି ଗ୍ରୀଷ୍ମ ଫଳକୁ ଆଗ୍ରହର ସହିତ ଖାଉଥିଲେ, ଏବେ ସେମାନେ ଏହାକୁ ଖାଇବାକୁ ଭୟ […]

ଜୀବନଶୈଳୀ

Walking Ahead Says About Relationship: ଚାଲିଲା ବେଳେ ଆପଣଙ୍କ ପାର୍ଟନର ପାଦ ନ ମିଶାଇ ଆଗକୁ ଚାଲିଯାଉଛନ୍ତି କି… ଏହା ସଂପର୍କରେ ଦୂରତା ନୁହେଁ ତ…

  • May 11, 2026

ଥରେ ଭାବିଲେ, ଆପଣ ଆପଣଙ୍କ ପାର୍ଟନର୍‌ଙ୍କ ସହିତ ରାସ୍ତାରେ ଯାଉଛନ୍ତି। ପ୍ରଥମରୁ, ଆପଣ ପାଖରେ ପାଖରେ ଅଛନ୍ତି, କିନ୍ତୁ ହଠାତ୍, ଆପଣ ଅନୁଭବ କରିବେ ଯେ ସେ କିଛି ନ କହି ଚୁପଚାପ୍ ଆପଣଙ୍କଠାରୁ ଦୁଇ ପାଦ ଆଗକୁ ଚାଲିଯାଇଛନ୍ତି। ଠିକି ଏତିକି ବେଳେ ଆପଣ ଆପଣଙ୍କ ଗତି ବଢ଼ାଇ ଦିଅନ୍ତି, କିନ୍ତୁ ସେ ଧୀର ହୁଅନ୍ତି ନାହିଁ।କୌଣସି ଯୁକ୍ତି ନାହିଁ, କିଛି କଥା ବି ନାହିଁ, କିନ୍ତୁ ସେହି ମୁହୂର୍ତ୍ତରେ ଏକ ଅଜବ ଦୂରତା ଅନୁଭବ […]

କ୍ରୀଡ଼ା

Urvil Patel Creates IPL History: ସଫଳତା ପରେ ଭାବୁକ ହେଲେ ଉର୍ଭିଲ୍, ପକେଟରୁ ଚିଠି କାଢ଼ି ବାପାଙ୍କୁ ସମର୍ପିଲେ ନିଜର ରେକର୍ଡ

  • May 11, 2026

ଆଇପିଏଲ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ଧମାକା। ଚେନ୍ନାଇ ସୁପର କିଙ୍ଗସର ବ୍ୟାଟର ଉର୍ଭିଲ୍ ପଟେଲ ରବିବାର ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିପକ୍ଷରେ ଖେଳିଛନ୍ତି ଏକ ଅବିଶ୍ୱସନୀୟ ଇନିଂସ। ମାତ୍ର ୧୩ଟି ବଲ୍‌ରେ ଅର୍ଦ୍ଧଶତକ ହାସଲ କରି ସେ ଆଇପିଏଲ୍ ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି।ଆଇପିଏଲ୍ ମଇଦାନରେ ଉର୍ଭିଲ୍ ପଟେଲଙ୍କ ବ୍ୟାଟରୁ ବର୍ଷିଛି ରନ୍। ୨୭ ବର୍ଷୀୟ ଏହି ତାରକା ବ୍ୟାଟର ମାତ୍ର ୧୩ଟି ବଲ୍ ଖେଳି ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି। ଏହାସହ […]

ରାଜ୍ୟ

Big Rain Likely Amid Summer Heat: ଲଘୁଚାପ ଆଣୁଛି ବଡ଼ ବର୍ଷା, ଅଧାରୁ ଅଧିକ ଜିଲ୍ଲାକୁ କାଳବୈଶାଖୀ ଆଲର୍ଟ

  • May 11, 2026

ଗ୍ରୀଷ୍ମର ତାଉ ଭିତରେ ଆସୁଛି ବଡ଼ ବର୍ଷା। ଆଜି ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟିହେବା ସମ୍ଭାବନା ରହିଛି। ତେବେ ଏହା କେଉଁ ଦିଗରେ ଗତି କରିବ ଓ ପ୍ରଭାବ କ’ଣ ରହିବ ତାହା ଏଯାଏ ସ୍ପଷ୍ଟ ହୋଇନି। ଅନ୍ୟପଟେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ନେଇ ଭିନ୍ନ ଭିନ୍ନ ମଡେଲ ଆକଳନ କରିଛନ୍ତି। ଏହା ଭିତରେ ମନ୍ନାର ଉପସାଗର ଏବଂ ସମୀବର୍ତ୍ତୀ ଶ୍ରୀଲଙ୍କା ଉପକୂଳରେ ପ୍ରାୟ ୫.୮ କି.ମି. ଉଚ୍ଚତା ପର୍ଯ୍ୟନ୍ତ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଏପଟେ […]

ରାଜନୀତି

Himanta to Take Oath as CM: କାଲିଠୁ ଆସାମରେ ପୁଣି ହିମନ୍ତ ଯୁଗ, ବୈଜୟନ୍ତଙ୍କୁ ଧନ୍ୟବାଦ ଜଣାଇଲେ ଆସାମ ମୁଖ୍ୟମନ୍ତ୍ରୀ

  • May 11, 2026

କାଲିଠୁ ଆସାମରେ ପୁଣି ଆରମ୍ଭ ହେବ ହିମନ୍ତ ଯୁଗ। ଦ୍ବିତୀୟ ଥର ପାଇଁ ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ ବିଶ୍ବଶର୍ମା। ବିଜେପି ବିଧାୟକ ଦଳ ବୈଠକରେ ବିଧାୟକ ଦଳ ନେତା ଭାବେ ହିମନ୍ତଙ୍କ ନାଁ ଘୋଷଣା କରାଯାଇଛି । ଏଥିପାଇଁ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନିଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଥିଲା। ଆସନ୍ତାକାଲି ଦିନ ୧୧ଟାରେ ହିମନ୍ତ ବିଶ୍ବଶର୍ମା ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ […]

ଜାତୀୟ

PM Modi Urges Fuel Saving Measures: ୱାର୍କ ଫ୍ରମ୍ ହୋମ୍ ପାଇଁ ଅପିଲ୍ କଲେ ପ୍ରଧାମନ୍ତ୍ରୀ ମୋଦି, ସୁନା ନ କିଣିବାକୁ ଆହ୍ୱାନ କଲେ

  • May 11, 2026

ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ସଙ୍କଟ ସ୍ଥିତି ଭିତରେ ଦେଶବାସୀଙ୍କୁ ବଡ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ କହିଛନ୍ତି, ପେଟ୍ରୋଲ ଡିଜେଲର ବ୍ୟବହାର କମ କରିବାକୁ ହେବ। ସେଥିପାଇଁ ଯେଉଁଠି ମେଟ୍ରୋ ଅଛି ତାର ଉପଯୋଗ କରନ୍ତୁ। କାର ପୁଲ୍ ବ୍ୟବସ୍ଥା କରନ୍ତୁ। ସର୍ବସାଧାରଣ ପରିବହନ ବ୍ୟବସ୍ଥା ଆପଣାନ୍ତୁ। କୌଣସି ସାମଗ୍ରୀ ପଠାଇବାର ଥିଲେ ରେଲୱେ ଗୁଡ୍ସ ଟ୍ରେନରେ ପଠାନ୍ତୁ। ଇଭି ଗାଡିର ଅଧିକ ବ୍ୟବହାର କରନ୍ତୁ। କରୋନା ସମୟରେ ଭିଡ଼ିଓ କନଫରେନ୍ସିଂ ଏବଂ ଅନଲାଇନ ବ୍ୟବସ୍ଥା କରାଯାଇଥିଲା। […]

Vijay’s CM Dream Faces New Political Crisis: ବିଜୟଙ୍କ ମୁଖ୍ୟମନ୍ତ୍ରୀ ସ୍ୱପ୍ନରେ ନୂଆ ବାଧା; ଗୁପ୍ତ କଥା କହିଥିଲେ ଅଭିନେତାଙ୍କ ବଡିଗାର୍ଡ

  • May 11, 2026

ତାମିଲନାଡୁ ରାଜନୀତି ବର୍ତ୍ତମାନ ଏକ ଅସ୍ଥିରତାପୂର୍ଣ୍ଣ ସମୟ ଦେଇ ଗତିକରୁଛି। ନିର୍ବାଚନ ଫଳାଫଳର ଚାରି ଦିନ ପରେ ମଧ୍ୟ ସରକାର ଗଠନ ହୋଇପାରି ନାହିଁ। ଟିଭିକେ ଦଳର ମୁଖ୍ୟ ଅଭିନେତାରୁ ରାଜନେତା ହୋଇଥିବା ବିଜୟ ଥଲାପତି ଏବେ ବି ମୁଖ୍ୟମନ୍ତ୍ରୀ ହେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଏମଏମକେ ଦଳର ମୁଖ୍ୟ ଟିଟିଭି ଦିନାକରନ ବିଜୟଙ୍କ ବିରୋଧରେ ଏକ ଗମ୍ଭୀର ଅଭିଯୋଗ ଆଣିଛନ୍ତି।ସେ ଦାବି କରିଛନ୍ତି ଯେ ବିଜୟ ତାଙ୍କ ଦଳର ସମର୍ଥନର ଏକ ନକଲି ଚିଠି ରାଜ୍ୟପାଳଙ୍କୁ […]

Balianta Murder Case: ସୌମ୍ୟ ହତ୍ୟାରେ ନୂଆ ଖୁଲାସା: ଲାଗିନି ଭିଡ଼ ହିଂସାର ଦଫା

  • May 11, 2026

GRP କନଷ୍ଟେବଲ ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ମାମଲାରେ ପୁଣି ସାମ୍ନାକୁ ଆସିଲା ବାଲିଅନ୍ତା ଥାନା ପୋଲିସର କାରନାମା। ମାମଲରେ ଲାଗିନି ମବ୍ ଲିଂଚିଂ ବା ଭିଡ଼ ହିଂସାର ଦଫା। ଭିଡ ହିଂସାର ଶିକାର ହୋଇ ପ୍ରାଣ ହରାଇଥିବା ସୌମ୍ୟ ମାମଲରେ ପୋଲିସ ରୁଜୁ କରିଛି ସାଧାରଣ ହତ୍ୟା ମାମଲା। BNSS 103(1)ରେ ହତ୍ୟା ମାମଲା ରୁଜୁ କରିଛି ପୋଲିସ। ଭିଡ଼ ହିଂସା ପାଇଁ ସାଧାରଣତ 103(2) ଧାରା ଉଦ୍ଧିଷ୍ଟ ଥାଏ। ସାଧାରଣ ହତ୍ୟା ମାମଲରେ ଗିରଫ କରି […]

ସୁନ୍ଦରଗଡ଼: ପୂର୍ବ ଶତ୍ରୁତାକୁ ନେଇ ସମ୍ପର୍କୀୟଙ୍କ ଦ୍ୱାରା ପିଟି ପିଟି ହତ୍ୟା

  • May 8, 2026

ବୋନାଇ: ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ପୂର୍ବ ଶତ୍ରୁତାକୁ ନେଇ ଜଣେ ବ୍ୟକ୍ତିଙ୍କୁ ତାଙ୍କ ସମ୍ପର୍କୀୟ ପିଟି ପିଟି ହତ୍ୟା କରିଛନ୍ତି। ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି କୋଇଡା ଥାନା ସୀମା ଅନ୍ତର୍ଗତ ବାସରଗିଗଡା ମୁଣ୍ଡା ସାହିରେ। ମୃତକଙ୍କ ନାମ ସାଧୁ ମୁଣ୍ଡା। ପୋଲିସ ଅନୁଯାୟୀ, ସାଧୁ ମୁଣ୍ଡା ଏବଂ ତାଙ୍କ ସମ୍ପର୍କୀୟ ରୋଇ ମୁଣ୍ଡା ଗୁରୁବାର ସନ୍ଧ୍ୟାରେ ଏକ ଭୋଜି ଆୟୋଜନ କରିଥିଲେ। ଏକାଠି ଖାଇବା ଏବଂ ମଦ ପିଇବା ସମୟରେ ପୂର୍ବ ଶତ୍ରୁତାକୁ ନେଇ ଉଭୟଙ୍କ […]