ସ୍ୱାସ୍ଥ୍ୟ

ହାଡ଼ ମଜବୁତ କରିବା ପାଇଁ ପାୱାରଫୁଲ୍ ଦେଶୀ ଖାଦ୍ୟ

  • May 12, 2026

କମିଯିବ ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା ବୟସ ବଢ଼ିବା ସହିତ ଆମ ଶରୀରର ହାଡ଼ ଧୀରେ ଧୀରେ ଦୁର୍ବଳ ହେବା ଆରମ୍ଭ କରେ। ବିଶେଷ କରି ୩୦ରୁ ୪୦ ବର୍ଷ ପରେ ଅନେକେ ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା, ଗଣ୍ଠି ଜାମ୍ ହେବା ଓ ଚାଲିବାରେ ଅସୁବିଧା ଅନୁଭବ କରନ୍ତି। ଏହାର ପ୍ରମୁଖ କାରଣ ହେଉଛି ଶରୀରରେ କ୍ୟାଲସିୟମ ଓ ଆବଶ୍ୟକ ପୋଷକ ତତ୍ତ୍ୱର ଅଭାବ। କିନ୍ତୁ ଆମ ଘରୋଇ ଖାଦ୍ୟରେ କିଛି ପୌଷ୍ଟିକ ଦେଶୀ ଖାଦ୍ୟ ସାମିଲ କରି ହାଡ଼କୁ ଦୀର୍ଘ […]

ଜାତୀୟ

ଇନଷ୍ଟାଗ୍ରାମ ରିଲ୍ସକୁ ନେଇ ଭାଙ୍ଗିଲା ସଂସାର !ଜୀବିତ ସ୍ତ୍ରୀଙ୍କର ଶୁଦ୍ଧିକ୍ରିୟା କଲେ ସ୍ୱାମୀ !ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଅଭୂତପୂର୍ବ ଭିଡିଓ !”

  • May 12, 2026

ସୋସିଆଲ ମିଡିଆର ମୋହ କେତେ ଦୂର ପର୍ଯ୍ୟନ୍ତ ଏକ ପରିବାରକୁ ଭାଙ୍ଗିପାରେ, ତାହାର ଏକ ଚମକପୂର୍ଣ୍ଣ ଉଦାହରଣ ଏବେ ସାମ୍ନାକୁ ଆସିଛି । ଇନଷ୍ଟାଗ୍ରାମ ରିଲ୍ସ କରିବାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ବିବାଦ ଶେଷରେ ଏମିତି ଏକ ଘଟଣାକୁ ଜନ୍ମ ଦେଇଛି, ଯାହା ଏବେ ସୋସିଆଲ ମିଡିଆରେ ଭୟଙ୍କର ଭାବରେ ଭାଇରାଲ ହେଉଛି । ଜୀବିତ ସ୍ତ୍ରୀଙ୍କର ଶୁଦ୍ଧିକ୍ରିୟା କରିଛନ୍ତି ସ୍ୱାମୀ । ହଁ ଦର୍ଶକବନ୍ଧୁ, ଆପଣ ଠିକ୍ ଶୁଣୁଛନ୍ତି । ଭିଡିଓରେ […]

ଅପରାଧ

Youth Attacked With Swords: ରାସ୍ତାରେ ଯୁବକଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ; ୩ ଦୁର୍ବୃତ୍ତ ଆକ୍ରମଣ କରିଥିବା ସୂଚନା

  • May 12, 2026

ବ୍ରହ୍ମପୁରରେ ଦିନ ଦହାଡ଼େ ରକ୍ତରଞ୍ଜିତ ଆକ୍ରମଣ। ରାସ୍ତା ମଝିରେ ଜଣେ ଯୁବକଙ୍କୁ ଖଣ୍ଡାରେ ମରଣାନ୍ତକ ଭାବେ ଆକ୍ରମଣ କରିଛନ୍ତି ୩ ଜଣ ଦୁର୍ବୃତ୍ତ। ଆକ୍ରମଣରେ ଯୁବକଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିବାବେଳେ, ତାଙ୍କୁ ଗୁରୁତର ଅବସ୍ଥାରେ MKCG ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।ଏଭଳି ଏକ ଚମକଦାର ଘଟଣା ଘଟିଛି ବ୍ରହ୍ମପୁର ସଦର ଥାନା ଅଧୀନ ବେନ୍ଦାଳିଆ ଗାଁରେ। ସୂଚନା ଅନୁଯାୟୀ, ଜଣେ ଯୁବକ ରାସ୍ତାରେ ଯାଉଥିବା ସମୟରେ ୩ […]

ରାଜନୀତି

Tankadhar Tripathy Faces Setback: ଟଙ୍କଧରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା; ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟରେ କାଏମ, ଟଙ୍କଧରଙ୍କ ଆବେଦନ ଖାରଜ

  • May 12, 2026

ଝାରସୁଗୁଡ଼ା ରାଜନୀତିରେ ପୁଣି ତୀବ୍ର ଚର୍ଚ୍ଚା।ବିଜେପି ନେତା Tankadhar Tripathyଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା।ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ।ଟଙ୍କଧର ତ୍ରିପାଠୀଙ୍କ ଆବେଦନ ଖାରଜ ହେବା ପରେ ଏବେ ନିର୍ବାଚନୀ ମାମଲାର ଶୁଣାଣି ହାଇକୋର୍ଟରେ ଜାରି ରହିବ। ଝାରସୁଗୁଡ଼ା ବିଧାନସଭା ନିର୍ବାଚନୀ ବିବାଦକୁ ନେଇ ବିଜେପି ନେତା ଟଙ୍କଧର ତ୍ରିପାଠୀଙ୍କୁ ସୁପ୍ରିମକୋର୍ଟରୁ ଲାଗିଛି ବଡ଼ ଝଟକା।ଟଙ୍କଧରଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ।ଏହା ସହ ଓଡ଼ିଶା ହାଇକୋର୍ଟ ପୂର୍ବରୁ ଯେଉଁ ରାୟ ଦେଇଥିଲେ, […]

ରାଜ୍ୟ

ଓଭରବ୍ରିଜ ଉପରେ ଜଳିଗଲା ହାଇୱା ।

  • May 12, 2026

ଟାୟାର ଫାଟି ହଠାତ୍ ଲାଗିଗଲା ଭୟଙ୍କର ନିଆଁ ।ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲେ ଚାଳକ ।ଅଗ୍ନିଶମ ବାହିନୀର ତତ୍ପରତାରେ ନିଆଁକୁ କରାଗଲା ଆୟତ୍ତ । ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ନିକଟସ୍ଥ ଓଭରବ୍ରିଜ ଉପରେ । ସୂଚନା ଅନୁଯାୟୀ, ଆଜି ସକାଳେ ଏକ ମୋରମ ବୋଝେଇ ହାଇୱା ଚଣ୍ଡିଖୋଲରୁ ଭଦ୍ରକ ଅଭିମୁଖେ ଯାଉଥିଲା ।ଏହି ସମୟରେ ପାଣିକୋଇଲି ଓଭରବ୍ରିଜ ଉପରେ ହଠାତ୍ ଗାଡ଼ିର ଟାୟାର ଫାଟିଯାଇଥିଲା ।ତାପରେ ଗାଡ଼ିଟିରେ ନିଆଁ ଲାଗିଯାଇଥିଲା ଏବଂ କିଛି ସମୟ […]

ଅପରାଧ

Villagers Protest with Dead Body: ସାଇକେଲ୍‌ରେ ବୁହା ହେଲା ଶବ, ଘରଠାରୁ ବୋହି ଥାନା ଯାଏଁ ଆଣିଲେ

  • May 12, 2026

ବାଲେଶ୍ୱରରେ ଦେଖିବାକୁ ମିଳିଛି ହୃଦୟ ବିଦାରକ ଚିତ୍ର। ମୃତଦେହକୁ ଆମ୍ବୁଲାନ୍ସ କିମ୍ବା ଗାଡ଼ିରେ ନୁହେଁ, ସାଇକେଲ୍‌ରେ ବୋହି ଥାନାକୁ ନେଇଛନ୍ତି ଗ୍ରାମବାସୀ। ଛାତ ପକାକୁ କେନ୍ଦ୍ର କରି ଦୁଇ ମହିଳାଙ୍କ ଉପରେ ହୋଇଥିବା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ଗ୍ରାମରେ ଦେଖାଦେଇଛି ତୀବ୍ର ଅସନ୍ତୋଷ। ନ୍ୟାୟ ଦାବିରେ ଗ୍ରାମବାସୀଙ୍କ ଏହି ପ୍ରତିବାଦ ଏବେ ଚର୍ଚ୍ଚାର ବିଷୟ ହୋଇଛି।ବାଲେଶ୍ୱର ଜିଲ୍ଲା ହରିପୁର ଗାଁରେ ଛାତ ପକାକୁ କେନ୍ଦ୍ର କରି ଗତକାଲି ଘଟିଥିଲା ରକ୍ତରଞ୍ଜିତ ଘଟଣା। ପଡ଼ୋଶୀ ବାପା-ପୁଅଙ୍କ […]

ଅପରାଧ

ଇନଷ୍ଟାଗ୍ରାମ ପ୍ରେମ ନେଲା ଜୀବନ !

  • May 12, 2026

ଇନଷ୍ଟାଗ୍ରାମ ପ୍ରେମରୁ ଜଘନ୍ୟ ହତ୍ୟା ! ଟଙ୍କା ମାଗୁଥିଲେ ପ୍ରେମିକା, ନ ଦେବାରୁ ହତ୍ୟା କରି ପୋଡ଼ିଦେଇଥିବା ଅଭିଯୋଗ। ନୟାଗଡ଼ ଜିଲ୍ଲା ଗଣିଆ ଅଞ୍ଚଳରେ ମିଳିଥିବା ଯୁବକଙ୍କ ଦରପୋଡ଼ା ମୃତଦେହ ଘଟଣାରେ ଆସିଛି ନୂଆ ମୋଡ଼। ପରିବାର ଲୋକେ ଏହାକୁ ପ୍ରେମ ଜନିତ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଚାଲାଇଛନ୍ତି।ନୟାଗଡ଼ ଜିଲ୍ଲା ଗଣିଆ ଥାନା ବାଲିସାହି ଗାଁ ନିକଟ ରାସ୍ତା କଡରୁ ଏକ ଦରପୋଡ଼ା ମୃତଦେହ […]

ରାଜ୍ୟ

ଓଭରବ୍ରିଜ ଉପରେ ଜଳିଗଲା ହାଇୱା ।

  • May 12, 2026

ଟାୟାର ଫାଟି ହଠାତ୍ ଲାଗିଗଲା ଭୟଙ୍କର ନିଆଁ ।ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲେ ଚାଳକ ।ଅଗ୍ନିଶମ ବାହିନୀର ତତ୍ପରତାରେ ନିଆଁକୁ କରାଗଲା ଆୟତ୍ତ । ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ନିକଟସ୍ଥ ଓଭରବ୍ରିଜ ଉପରେ । ସୂଚନା ଅନୁଯାୟୀ, ଆଜି ସକାଳେ ଏକ ମୋରମ ବୋଝେଇ ହାଇୱା ଚଣ୍ଡିଖୋଲରୁ ଭଦ୍ରକ ଅଭିମୁଖେ ଯାଉଥିଲା ।ଏହି ସମୟରେ ପାଣିକୋଇଲି ଓଭରବ୍ରିଜ ଉପରେ ହଠାତ୍ ଗାଡ଼ିର ଟାୟାର ଫାଟିଯାଇଥିଲା ।ତାପରେ ଗାଡ଼ିଟିରେ ନିଆଁ ଲାଗିଯାଇଥିଲା ଏବଂ କିଛି ସମୟ […]

ରାଜନୀତି

Thalapathy Vijay to Take Oath as CM: ଆଜିଠୁ ତାମିଲନାଡୁରେ ବିଜୟ ରାଜ୍, ଲୋକାରଣ୍ୟ ପାଲଟିଲା ଚେନ୍ନାଇ

  • May 11, 2026

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଥାଲପତି ବିଜୟ। ତାମିଲନାଡୁରେ ଆଜି ଶପଥ ନେବ ବିଜୟ ସରକାର। ସକାଳ ୧୦ଟାରେ ଚେନ୍ନାଇର ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ହେବ ଶପଥ ଗ୍ରହଣ ସମାରୋହ। ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେବେ ଟିଭିକେ ମୁଖ୍ୟ ସି. ଜୋସେଫ୍ ବିଜୟ।  ରାଜ୍ୟପାଳ ବିଜୟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେବା ସହ ମନ୍ତ୍ରୀମଣ୍ଡଳ ଗଠନ କରିବାକୁ ଅନୁମତି ଦେଇଛନ୍ତି। ଏଥିସହ ଆସନ୍ତା ୧୩ ତାରିଖ ମଧ୍ୟରେ ସଂଖ୍ୟା ଗରିଷ୍ଠତାର […]

ରାଜ୍ୟ

Rain May Bring Heat Relief: ଗରମ, ଗୁଳୁଗୁଳିରୁ ମିଳିବ ଆଶ୍ବସ୍ତି; ଆସୁଛି ବଡ଼ ବର୍ଷା, ପ୍ରବଳ କାଚିବ

  • May 11, 2026

ଗରମ ଗୁଳୁଗୁଳି ଭିତରେ ଆସୁଛି ବର୍ଷା । ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି। ଆସନ୍ତାକାଲି ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ। ତେବେ ଏହା କେଉଁ ଦିଗରେ ଗତି କରିବ ଓ ପ୍ରଭାବ କ’ଣ ରହିବ ତାହା ଏଯାଏ ସ୍ପଷ୍ଟ ହୋଇନି।ଅନ୍ୟପଟେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ନେଇ ଭିନ୍ନ ଭିନ୍ନ ମଡେଲ ଆକଳନ କରିଛନ୍ତି। ଏହା ଭିତରେ ମନ୍ନାର ଉପସାଗର ଏବଂ ସମୀବର୍ତ୍ତୀ ଶ୍ରୀଲଙ୍କା ଉପକୂଳରେ ପ୍ରାୟ ୫.୮ କି.ମି. ଉଚ୍ଚତା ପର୍ଯ୍ୟନ୍ତ ଏକ […]